ଏଏସଆଇ ନିଲମ୍ବିତ

ପୁରୀ : ପୁରୀ ସଦର ଥାନା ଏଏସଆଇ ପ୍ରହଲ୍ଲାଦ ବରାଳଙ୍କୁ ସୋମବାର ଚାକିରିରୁ ନିଲମ୍ବିତ କରାଯାଇଛି। ଜଣେ ଏତଲାକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏସପି ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ଏନେଇ ଅଧିକ ସୂଚନା ମିଳିପାରିନାହିଁ।

Comments are closed.