ପୁଣି ରାଜଧାନୀରେ ଧରାପଡ଼ିଲା ଚୋରା ବନ୍ଧୁକ ; ୨ ଗିରଫ

ଭୁବନେଶ୍ୱର : ପୁଣି ରାଜଧାନୀର ଖଣ୍ଡଗିରି ଘାଟିକିଆରୁ ଚୋରା ବନ୍ଧୁକ ଧରାପଡିଥିବା ନେଇ ବୁଧବାର ଜଣାପଡ଼ିଛି। ସମ୍ପୃକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛ। ଗିରଫ ହୋଇଥିବା ୨ ଯୁବକଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.