ଅଗ୍ନିକାଣ୍ଡରେ ୪ ପରିବାରର ୧୪ ବଖରା ଭସ୍ମ

ଅନୁଗୁଳ : ଅନୁଗୁଳ ଜିଲା ଅନ୍ତର୍ଗତ ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଗୁରୁବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଅଗ୍ନିକାଣ୍ଡରେ ୪ ପରିବାରର ୧୪ ବଖରା ଘର ଭସ୍ମ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କେତେ ପରିମାଣରେ ସମ୍ପତ୍ତି ପୋଡି ନଷ୍ଟ ହୋଇ ଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିନାହିଁ।

Comments are closed.