ଭାରତ ଖୁବ୍‍ ଶୀଘ୍ର ୫ ଟ୍ରିଲିୟନ ଡଲାର ଇକୋନୋମିରେ ପହଂଚିବ – ଅମିତ ଶାହ

ନୂଆଦିଲ୍ଲୀ: ଅଫିସ୍‍ ଅଫ୍‍ ଅମିତ ଶାହ ପକ୍ଷରୁ ଏକ ଟ୍ୱିଟ୍‍ କରାଯାଇଛି ଯେ, କେବେ ଏହା ପୂର୍ବରୁ ସମ୍ଭବ ହୋଇପାରିନଥିଲା, ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ କହିନଥିଲେ ଯେ, ୫ ଟ୍ରିଲିୟନ ଡଲାର ଅର୍ଥନୀତି ବିକାଶ କରିବାର ଶକ୍ତି ଭାରତର ରହିଛି ବୋଲି। ଆଜି ଆମେ ୧୧ ନମ୍ବରରୁ ୬ ନମ୍ବର ଅର୍ଥ ବ୍ୟବସ୍ଥା ତିଆରି କରିପାରିଛୁ। ଖୁବ୍‍ ଶୀଘ୍ର ପଚଂମ ସ୍ଥାନରେ ରହିବୁ। ମୋର ବିଶ୍ୱାସ ରହିଛି ଭାରତ ଖୁବ୍‍ ଶୀଘ୍ର ୫ ଟ୍ରିଲିୟନ ଡଲାର ଇକୋନୋମିରେ ପହଂଚିବ।

Comments are closed.