ଆମେରିକାର ବିୟର କମ୍ପାନୀରେ ଆଖିବୁଜା ଗୁଳିମାଡ ; ୭ ମୃତ

ନୂଆଦିଲ୍ଲୀ: ଆମେରିକାର ୱିସକନସିନ୍ ଅଞ୍ଚଳରେ ଥିବା ଏକ ବିୟର କମ୍ପାନୀରେ ଗୁଳିମାଡ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ନ୍ୟୁୟର୍କ ଟାଇମ୍ସ ସୂଚନା ଅନୁଯାୟୀ ବୁଧବାର ଦ୍ବିପହରରେ (ସ୍ଥାନୀୟ ସମୟାନୁସ) ମୋଲସନ୍ କୋର୍ସ କମ୍ପ୍ଲେକ୍ସରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇଥିଲା। ପରେ ସେହି ବ୍ୟକ୍ତିକୁ ବାକୁ କରାଯାଇଥିଲା। ହେଲେ ସେତେବେଳକୁ ୭ ଜଣଙ୍କ ମୃତ୍ୟୁ ହୋଇସାରିଥିଲା।

Comments are closed.