ବସକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ବାଲେଶ୍ବର: ବାଲେଶ୍ବର ଜିଲା ୧୬ନମ୍ବର ଜାତୀୟ ରାଜପଥର ହରିପ୍ଲାଜା ନିକଟରେ ସୋମବାର ଏକ ବସକୁ ଧକ୍କା ଦେଅଛି ଟ୍ରକ। ବାଲେଶ୍ୱରରୁ ଭୁବନେଶ୍ବର ଆସୁଥିବା ବନଦୁର୍ଗା ବସ୍  ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଭିତରେଥିବା ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

Comments
Loading...