ବସକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ବାଲେଶ୍ବର: ବାଲେଶ୍ବର ଜିଲା ୧୬ନମ୍ବର ଜାତୀୟ ରାଜପଥର ହରିପ୍ଲାଜା ନିକଟରେ ସୋମବାର ଏକ ବସକୁ ଧକ୍କା ଦେଅଛି ଟ୍ରକ। ବାଲେଶ୍ୱରରୁ ଭୁବନେଶ୍ବର ଆସୁଥିବା ବନଦୁର୍ଗା ବସ୍  ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଭିତରେଥିବା ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

Comments are closed.