ସଡକ ଦୁର୍ଘଟଣା ; ଜଣେ ଗୁରୁତର

କଂଣ୍ଟାବାଞ୍ଜି : ବାଇକ ଧକ୍କାରେ ଚାଳକ ଗୁରୁତର। କଂଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ହିଆଁଲ ଛକ ଠାରେ ସଦ୍ଧ୍ୟା ସମୟରେ ରାସ୍ତା କଡରେ ବସିଥିବା ୨ ଯୁବକଙ୍କୁ ସହର ପଟୁ ହିଆଁଲ ଯାଉଥିବା ବାଇକ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ବାଇକ ଓଲଟି ପଡିବା ଫଲରେ ଚାଳକ ଟିକେଚନ ମାଝି,ଦୁବେ ମାଝି ଗୁରୁତର ଆହତ ହୋଇଥିବା ଜଣାପଡିଛି। ପରେ ସ୍ଥାନୀୟଲୋକେ ଆହତଙ୍କୁ ଉଦ୍ଧାର କରି ସେମାଙ୍କୁ ଅ।ମ୍ବୁଲେନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସାପାଇଁ ଟିକେଚନ ମାଝିଙ୍କ ଅବସ୍ଥା ଗୁରୁତର ଥିବାରୁ ବଲ।ଙ୍ଗିର ଭିମଭୋଇ ମେଡିକାଲକୁ ପଠାଯାଇଥିଲା ଜଣାପଡିଛି।

Comments are closed.