ଦୁର୍ଘଟଣାରେ ମୃତ୍ୟୁ ପରେ ଲଙ୍କାକାଣ୍ଡ, ଲୋକଙ୍କ ମାଡ଼ରେ ଡ୍ରାଇଭର ଅଚେତ

ଜୟପୁର: ଭିଜିଲାନ୍ସ ଅଫିସ  ସମ୍ମୁଖରେ ହାଇୱା ଧକ୍କାରେ ଜଣେ ମୃତ। ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼।  ଲୋକଙ୍କ ମାଡ଼ରେ ଡ୍ରାଇଭର ଅଚେତ, ହାଇୱାକୁ ଜାଳିଦେଲେ ଲୋକେ। ରାସ୍ତାଉପରେ ଅଟକି ରହିଛି ବହୁ ଯାନବାହନ। । ହାଇୱା ଜଳୁଥିବାରୁ ରାସ୍ତା ଜାମ୍। ଶହ ଶହ ଗାଡ଼ିମଟ ଅଟକ ରହିଥିବା ଜଣାପଡ଼ିଛି।

Comments are closed.