ବ୍ରାହ୍ମଣୀ ପୋଲରେ ଟ୍ୟାଙ୍କର ଧକ୍କାରେ ୨ ମୃତ

ରାଉରକେଲା : ରାଉରକେଲାର ବ୍ରାହ୍ମଣୀ ପୋଲ ଉପରେ ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ପୋଲ ଉପରେ ଯାଉଥିବା ଏକ ବାଇକକୁ ଟ୍ୟାଙ୍କର ଧକ୍କା ଦେବାରୁ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣା ବିଷୟରେ ଅଧିକ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ।

Comments are closed.