ବିଜେପୁର: ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୪୭୭୫୮ ଭୋଟରେ ଆଗୁଆ

ବରଗଡ଼: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ୯ମ ରାଉଣ୍ଡ ଶେଷ ହୋଇଛି। ୯ମ ରାଉଣ୍ଡ ସୁଦ୍ଧା ବିଜେଡିକୁ ମୋଟ ୬୫ ହଜାର ୪୯୬ ଖଣ୍ଡ ଭୋଟି ମିଳିଛି। ସେହିପରି ବିଜେପିକୁ ୧୭୭୩୮ ଏବଂ କଂଗ୍ରେସକୁ ୨୫୬୮ ଖଣ୍ଡ ଭୋଟ ମିଳିଛି। ଫଳରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୪୭୭୫୮ ଭୋଟରେ ଆଗୁଆ ରହିଛନ୍ତି।

Comments are closed.