ଦେଶରେ ଚିହ୍ନଟ ହେଲେ ୮୪୮୮ ନୂଆ ସଂକ୍ରମିତ; ୨୪୯ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୮୪୮୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୪୯ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ସେହି ସମୟ ମଧ୍ୟରେ ୧୨,୫୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ସଂପ୍ରତି ୧,୧୮,୪୪୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଇତିମଧ୍ୟରେ ଦେଶରେ ଏପର୍ଯ୍ୟନ୍ତ ୧୧୬.୮୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି ।

Comments are closed.