ଜୁଆ ଆଡ୍ଡାରେ ଚଢାଉ, ୮ ଗିରଫ

ପାରଳାଖେମୁଣ୍ଡି: ଗଜପତି ଜିଲାର ସଞ୍ଜୟଗାନ୍ଧି କଲୋନୀରେ ପାରଳାଖେମୁଣ୍ଡି ପୁଲିସ ଚଢାଉ କରିଛି। ଘଟଣାସ୍ଥଳରୁ ୮ ଜଣ ଜୁଆଡୀ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ନଗଦ ୨୫,୫୫୦ଟଙ୍କା ଏବଂ ୭ଟି ମୋବାଇଲ ଫୋନ୍ ସହ ହେଡସେଟ୍ ଜବତ କରିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.