ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ପାଇଁ ସୋମବାର ମତଦାନ ହେବ। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୨ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ। ଏଥିରେ ଓଡିଶାର ୬ଟି ଲୋକସଭା ଆସନ ରହିଥିବାବେଳେ ବିହାର ୫, ଝାଡଖଣ୍ଡ ୩, ରାଜସ୍ଥାନ ୧୩, ଉତ୍ତରପ୍ରଦେଶ ୧୩, ମଧ୍ୟପ୍ରଦେଶ ୬, ମହାରାଷ୍ଟ୍ର ୧୭ ପଶ୍ଚିମବଙ୍ଗର ୮ ଓ ଜାମ୍ମୁ-କାଶ୍ମୀର ଅନନ୍ତନାଗର କୁଲଗାଓଁ ଅଞ୍ଚଳରେ ଭୋଟ ହେବ। ଏହିସବୁ ଲୋକସଭା ଆସନ ସହିତ ଓଡିଶାର ୪୧ଟି ବିଧାନସଭା ଆସନ ପାଇଁ ମଧ୍ୟ ସୋମବାର ମତଦାନ ହେବ।

Comments are closed.