ରାଜ୍ୟରେ ୫ମ କରୋନା ଭୂତାଣୁ ସଂକ୍ରମିିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ୫ମ କରୋନା ଭୂତାଣୁ ସଂକ୍ରମିିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏମ୍ସରେ କରାଯାଇଥିବା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ଓ ଘର ଭୁବନେଶ୍ବର ବୋଲି ଜଣା ପଡିଛି ।
ଅନ୍ୟପକ୍ଷରେ ଦ୍ଵିତୀୟ କରୋନା ସଂକ୍ରମିତଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ନମୁନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି।

Comments are closed.