ଆଜିଠୁ ଦେଶରେ ୫-ଜି ସେବା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ପହିଲାରେ ଦେଶରେ ୫-ଜି ସେବା (ଇଣ୍ଡିଆ ମୋବାଇଲ କଂଗ୍ରେସ) ଉଦ୍‌ଘାଟନ କରିବେ। ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସ ଆୟୋଜିତ ହେଉଛି। ୧ରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହିଦିନ ଏୟାରଟେଲ ବାରାଣସୀ ଓ ଜିଓ ଅହମଦାବାଦରେ ୫-ଜି ସେବା ଆରମ୍ଭ କରିବେ। ଏଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସଭାରେ ଉପସ୍ଥିତ ରହିବେ।

Comments are closed.