MEllora 950×100

ଓଡିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ

ଡେସ୍କ : ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ୬ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ।  ଓଡିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ମାଗୁଣି ଚରଣ କୁୃଅଁର(କଳା), ଅନ୍ତର୍ଯ୍ୟାମୀ ମିଶ୍ର(ସାହିତ୍ୟ ଓ ଶିକ୍ଷା) କ୍ରିଷ୍ଣା ପଟେଲ(କଳା) ଓ ପଟ୍ଟାୟତ ସାହୁ(କୃଷି)ଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।

Comments are closed.