ଜାଲରେ ପଡିଲା ୩୫ କିଲୋର ବୁଦ୍ଧ ମାଛ

ବୌଦ୍ଧ: ଅନୁଗୁଳ ଜିଲ୍ଲା କିଆକଟା ପଂଚାୟତର ନାଏକପଡା ଗ୍ରାମ ନିକଟ ମହାନଦୀରେ ମାଛ ଧରିବା ପାଇଁ ମତ୍ସଜିବୀମାନେ ଜାଲ ପକାଇଥିବା ବେଳେ ଆଜି ସକାଳେ ଦୁଇଟି ବଡବଡ ବୁଦ୍ଧ ମାଛ ପଡିଥିବା ଦେଖିବାକୁ ମିଳିଥିଲା । ଗୋଟିଏ ମାଛ ପ୍ରାୟ ୫ ଫୁଟ ଲମ୍ବା ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୩୫ କିଲୋ ହୋଇଥିବା ବେଳେ ଅନ୍ୟ ମାଛଟି ୨୫ କିଲୋ ଓଜନ ହୋଇଥିଲା । ମାଛଗୁଡିକ ବୌଦ୍ଧ ମାଛ ମାର୍କେଟକୁ ବିକ୍ରି ପାଇଁ ଅଣାଯାଇଥିଲା ।

Comments are closed.