ଦୁଇଟି ବ୍ୟାଙ୍କ ଶାଖାରୁ ୪୦ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ୩ ବ୍ୟାଙ୍କ ମିତ୍ର ଗିରଫ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଦୁଇଟି ବ୍ୟାଙ୍କ ଶାଖାରୁ ୪୦ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସାଇବର ପୁଲିସ ୩ ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି। ବନ୍ଧମୁଣ୍ଡା ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଜଣେ ଏବଂ ବୀରମିତ୍ରପୁର ୟୁନାଇଟେଡ଼ ବ୍ୟାଙ୍କ ଶାଖାର ଆଉ ୨ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରାଯାଇଛି।

Comments are closed.