୨ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ବର: ରାଜ୍ୟର ଦୁଇଟି ବିଶ୍ବବିଦ୍ୟାଳୟ ପାଇଁ ସୋମବାର ଦୁଇ ଜଣ କୁଳପତିଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଗୋବିନ୍ଦ କେ. ଚକ୍ରପାଣି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଥିବାବେଳେ ପ୍ରଫେସର ହରିହର ହୋତାଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏମାନଙ୍କୁ ନିଯୁକ୍ତ  କରିଛନ୍ତି।

Comments are closed.