ପୋଖରୀରେ ବୁଡ଼ି ୩ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ ବୁଧବାର ଦୁଇଟି ପୃଥମ ସ୍ଥାନରେ ପୋଖରୀରେ ବୁଡି ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। କଣ୍ଟାବଣିଆ ଥାନା ଇଟାପ ଗ୍ରାମରେ ଦୁଇ ସମ୍ପର୍କୀୟ ଭାଇ ଓ ଭଉଣୀଙ୍କର ଫୋଖରୀରେ ବୁଡି ମୃତ୍ୟୁ ହୋଇଥିବାବେଳେ ଭୁବନ ଏନଏସିର ୧୨ନମ୍ବର ୱାର୍ଡରେ ଜଣେ ୧୬ବର୍ଷୀୟ ନାବାଳକର ପୋଖରୀରେ ଗାଧୋଉଥିବାବେଳେ ମୃତ୍ୟୁ ହୋଇଛି।

Comments are closed.