ଦିନ ୨ଟା ମୁଖ୍ୟ ଖବର

କେନ୍ଦ୍ରର ସତ୍ୟପାଠ- ରାଜ୍ୟଗୁଡିକ କାଉଡି ଯାତ୍ରା ପାଇଁ ଅନୁମତି ଦେବା ଅନୁଚିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ୩ୟ ତରଙ୍ଗ ନେଇ ଆଲୋଚନା ; ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ

ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଥିବା ଏକ ଟୁରିଷ୍ଟ ବୋଟରେ ଅଗ୍ନିକାଣ୍ଡ

ପାରାଦୀପ ପିପିଏଲ୍ ମୁଖ୍ୟ ଫାଟକ ସମ୍ମୁଖ ଲେବଲ୍ କ୍ରସିଂରେ ମାଲବାହୀ ଟ୍ରେନ ର ୪ଟି ବଗି ଲାଇନଚ୍ୟୁତ

ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ

ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ; ସୁରେଖାଙ୍କୁ ୭୫ ବର୍ଷ ବୟସ ହୋଇଥିଲା; ହୃଦଘାତରେ ପରଲୋକ ଘଟିଥିବା ସୂଚନା

ଆଇସିଏମଆରର ଚେତାବନୀ- ଅଗଷ୍ଟ ଶେଷସୁଦ୍ଧା ଭାରତରେ କରୋନାର ତୃତୀୟ ଲହର

ପୁଡୁଚେରୀରେ ୨୦ ଶିଶୁ କରୋନା ସଂକ୍ରମିତ

ତାଲିବାନକୁ ଆକାଶ ମାର୍ଗରେ ସହାୟତା ଦେଉଛି ପାକିସ୍ତାନ

ରାଜ୍ୟରେ ଆଜି ଠାରୁ ଆରମ୍ଭ ଆଂଶିକ ତାଲାବନ୍ଦ ; ସମସ୍ତ ଜିଲାରେ ଗଡିବ ବସ ; କଟକଣା କଡାକଡି ଭାବେ କରାଯିବ ପାଳନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଦିଲ୍ଲୀ ଗସ୍ତ ; ଦିଲ୍ଲୀ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ

ବଢୁଛି ଡ୍ରୋନ ଆତଙ୍କ; ସାମ୍ବା ଓ ଜମ୍ମୁରେ ଠାବ ହେଲା ଆଉ ୪ଟି ଡ୍ରୋନ

ଅଲିମ୍ପିକ୍‌ସ: ଜୁଲାଇ ୩୦ରେ ଦୌଡ଼ିବେ ଦୂତି

ସର୍ବୋଚ୍ଚ ଅଦାଲତଙ୍କ ପ୍ରଶ୍ନ, ଦେଶଦ୍ରୋହ ଆଇନ ଯର୍ଥାଥ କି?

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଗୋଟିଏ ଦିନରେ ୪୦,୦୨୬ ଜଣ କରୋନାରୁ ସୁସ୍ଥ ; ମୋଟ ୩,୦୧,୮୩,୮୭୬ ଜଣ ଆରୋଗ୍ୟଲାଭ କରିସାରିଛନ୍ତି

ଆରୋଗ୍ୟ ହାର ୯୭.୨୮% ; ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୪୨୨

ଦୈନିକ ସଂକ୍ରମଣ ହାର ୧.୯୯% , ସାପ୍ତାହିକ ସଂକ୍ରମଣ ହାର ୨.୧୪%

ଏପର୍ୟ୍ୟନ୍ତ ମୋଟ ୪୪ କୋଟି କୋଭିଡ ନମୁନା ପରୀକ୍ଷା

୩୯.୫୩ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ରାଜ୍ୟରେ ଆଉ ୬୪ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୨୨ ମୃତ ; କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୨୫

ରାଜ୍ୟରେ ଆଉ ୨୦୭୦ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୧୯୫ ଏବଂ ସ୍ଥାନୀୟ ସଂକ୍ରମିତ ୮୭୫
ରାଜ୍ୟରେ ମୋଟ ୯୨୩୨୦୯ ଜଣ ସୁସ୍ଥ ; ରାଜ୍ୟରେ ସଂପ୍ରତି ୨୧୭୪୨ ଜଣ ସକ୍ରିୟ ସଂକ୍ରମିତ

ଆବାସ ଯୋଜନାରେ ପଶ୍ଚିମାଞ୍ଚଳକୁ ଉପେକ୍ଷା ଅଭିଯୋଗ : ବିଜେପିର ଆରଡିସି କାର୍ୟ୍ୟାଳୟ ଘେରାଉ

Comments
Loading...