ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ : ଟସ୍‍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଗୁଆହାଟୀ : ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ଗୁଆହାଟୀର ବର୍ଷାପରା ଷ୍ୟଟଡିୟମରେ ଆରମ୍ଭ ହୋଇଛି । ଏହି ପ୍ରଥମ ଟି-୨୦ରେ ଟସ୍‍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବା ପାଇଁ ଭାରତ ଆମନ୍ତ୍ରଣ କରିଛି।

Comments are closed.