୨୪ ଘଣ୍ଟାରେ ଓଡ଼ିଶାରେ ୧୫୭୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୧୫ ଓ ସ୍ଥାନୀୟ ସଂକ୍ରମିତ ୬୬୩ ଜଣ ରହିଛନ୍ତି। ସେହିଭଳି ଅନୁଗୁଳରୁ ୪୭, ବାଲେଶ୍ୱର ୭୮, ବରଗଡ ୯, ଭଦ୍ରକ ୫୨, ବଲାଙ୍ଗିର ୮, ବଉଦ ୪, କଟକ ୨୧୨, ଦେବଗଡରୁ ୮ ଚିହ୍ନଟ ହୋଇଛନ୍ତି।

ସେହିଭଳି ଢେଙ୍କାନାଳରୁ ୧୯, ଗଜପତି ୧୪, ଗଞ୍ଜାମ ୨, ଜଗତସିଂହପୁର ୧୧୩, ଯାଜପୁର ୭୭, ଝାରସୁଗୁଡା ୨, କଳାହାଣ୍ଡି ୧, କନ୍ଧମାଳ ୧୭, କେନ୍ଦ୍ରାପଡା ୫୧, କେନ୍ଦୁଝର ୧୭, ଖୋର୍ଦ୍ଧା ୪୩୬, ମାଲକାନଗିରି ୧୧, ମୟୁରଭଞ୍ଜ ୪୧, ନବରଙ୍ଗପୁର ୧୬, ନୟାଗଡ ୫୩, ପୁରୀ ୧୦୯, ରାୟଗଡା ୧୪, ସମ୍ବଲପୁର ୧୮, ସୋନପୁର ୧୨, ସୁନ୍ଦରଗଡ ୨୯ ଓ ଷ୍ଟେଟପୁଲରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୧୬୩୮୪ ସକ୍ରିୟ ସଂକ୍ରମିତ ରହିଛନ୍ତି।

Comments are closed.