MEllora 950×100

ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ଆଗ୍ରା : ଆଗ୍ରା-ଜୟପୁର ଜାତୀୟ ରାଜପଥ ଫତେପୁର ସିକରୀ ଟୋଲ ପ୍ଲାଜା ନିକଟରେ ବରଯାତ୍ରୀ କାର –ଟ୍ରକ ଦୁର୍ଘଟଣା ଗ୍ରସ୍ତ ; ଦୁର୍ଘଟଣାରେ ୪ ମୃତ, ବର ସମେତ ୭ ଆହତ

ବାଲେଶ୍ୱର : ପାଗଳା କୁକୁର କାମୁଡାରେ ୩୦ରୁ ଅଧିକ ଆହତ .. ମର୍ଣ୍ଣିଂ ୱାକ ବେଳେ ଶୂନହଟ କଂସେଇମହଲାରେ କାମୁଡିଲା କୁକୁର ..

କେନ୍ଦ୍ରାପଡା : ଦୁମୁକା ପଞ୍ଚାୟତ ସମିତି ସଭ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..ଘର ଭିତରେ ସମିତି ସଭ୍ୟା ଗୀତା ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..

ଇଡିରେ ପୁଣି ହାଜର ହେଲେ ହୋଟେଲ ମାଲିକ.. ହୋଟେଲ ମାଲିକ ଶିବପ୍ରସାଦ ଦାସ ଇଡିରେ ହାଜର ହେଲେ..ଅର୍ଚ୍ଚନା ନାଗ ମାମଲାରେ ଦ୍ୱିତୀୟ ଥର ହାଜର ହେଲେ..

Comments are closed.