ମାଟ୍ରିକ ପରୀକ୍ଷା ; ପ୍ରତି ବିଷୟ ପାଇଁ ୮୦ ନମ୍ବର

ଭୁବନେଶ୍ୱର : ଚଳିତ ବର୍ଷ କରୋନା ମହାମାରୀ ପାଇଁ ବିଦ୍ୟାଳୟ ଦୀର୍ଘ ୧୦ ମାସ ହେବ ବନ୍ଦ ରହିବା ସହ ମାଟ୍ରିକ ପରୀକ୍ଷା ବାବଦରେ ନିଷ୍ପତ୍ତି ଗ୍ରହଣ କରାଯିବା ନେଇ ଆଲୋଚନା ଚାଲୁ ରହିଥିଲା। ମାଟ୍ରିକ ପରୀକ୍ଷା, ପ୍ରତି ବିଷୟ ପାଇଁ ୮୦ ନମ୍ବର, ୮୦ ମାର୍କର ଓଏମଆର ଅବଜେକ୍ଟିଭ , ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ ଆଜି ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମାତ୍ର ରେଜଲ୍ଟ ବେଳେ ୧୦୦ ମାର୍କରୁ ମୂଲ୍ୟାଙ୍କନ କରାଯିବ। ୮୦ ମାର୍କରୁ ପରୀକ୍ଷାର୍ଥୀ ପାଇଥିବା ନମ୍ବର ଅବଶିଷ୍ଟ ୨୦ ରୁ ହିସାବ କରାଯିବ। ଏହାସହ ହଷ୍ଟେଲ ଖୋଲିବ କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.