ସୁଆଦିଆ ଲସୀ

ଆବଶ୍ୟକ ସାମଗ୍ରୀ
ଦହି – ୨କପ
ଚିନି – ୧ କପରୁ ସାମାନ୍ୟ କମ
ଗୁଜୁରାତି ଗୁଣ୍ଡ – ୧ ଚାମଚରୁ କମ
କ୍ରିମ – ୩ ଚାମଚ
ବରଫ ଖଣ୍ଡ – ୩ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଦହି, ଚିନି, କ୍ରିମକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ପୁଣି ବରଫ ଖଣ୍ଡ, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏହାକୁ ଏକ କାଚ ଗ୍ଲାସକୁ କାଢି ଏହା ଉପରେ କିଛି କାଜୁ, କ୍ରିମ, ଚେରି ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଲସୀ। ଏହାକୁ ପିଅନ୍ତୁ ଓ ମଜା ନିଅନ୍ତୁ।

Comments are closed.