ପରିବେଶ ଓ ଜଙ୍ଗଲର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ମହିଳା

ଟିଟିଲାଗଡ଼- ପ୍ରଚଣ୍ଡ ତାତି ଯୋଗୁଁ ଅସ୍ତବ୍ୟସ୍ତ ତତଲାଗଡର ପରିବେଶ ସୁରକ୍ଷା ନେଇ ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି। କେବଳ ସବା ସମିତି ବାୟନ ବାଜିରେ ଅଟକି ନଜାଇ ସେମାନେ ନିଜେ ବନୀକରଣ ଯୋଜନା ଆରମ୍ଭ କରିଛନ୍ତି । ମହିଳାମାନେ ପରିବେଷ ସୁରକ୍ଷାର ବାର୍ତ୍ତା ଦେବା ସହ ୫୦ ହଜାରରୁ ଅଧିକ ବୃକ୍ଷ ରୋପଣର ଦାୟୀତ୍ୱ ନିଜ ଉପରକୁ ନେଇଛନ୍ତି ।

Comments are closed.