ଛତୁ ଖାଇ ୨ ଶିଶୁ ଓ ୪ ମହିଳା ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ସହରରେ ଛତୁ ଆତଙ୍କ ଖେଳାଇଛି। ବଲାଙ୍ଗୀର କଦମପଡା ସ୍ଥିତ ନନ୍ଦିନୀ ନଗରରେ ଶୁକ୍ରବାର ଛତୁ ଖାଇ ୨ ଶିଶୁ ଓ ୪ ଜଣ ମହିଳା ଗୁରୁତର ଭାବେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଗୁରୁତର ଶିଶୁ ଦୁଇ ଜଣ ଆରିଆ ସୁନା ଓ ଶ୍ରୀୟାଂସ କଲେତ ବୋଲି ଜଣାପଡିଛି।

Comments are closed.