ଧରାପଡିଲା ମାନସିକ ବିକୃତ ଯୁବକ

0

ନୟାଗଡ : ମାନସିକ ବିକୃତ ଯୁବକଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି। ଗୁରୁବାର ଦିନ ପ୍ରାୟ ୧୧.୧୫ମିନିଟ ସମୟରେ ତାଙ୍କୁ ପୁଲିସ ଧରି ଅଟକ ରଖିଥିବା ଜଣାପଡିଛି। ଉକ୍ତ ଯୁବକ ଜଣକ କିଛି ଦିନ ହେବ ସେଠାରେ ଉତ୍ପାତ କରୁଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସ ଅନେକ ଉଦ୍ୟମ ଚଳାଇଥିଲା।

ସୂଚନାଯୋଗ୍ୟ ଯେ, ମାନସିକ ବିକୃତି ଯୁବକର ପଥର ମାଡରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ପଥର ମାଡରେ ଓଡଗାଁ ଥାନାର ଆଇଆଇସିଙ୍କ ସମେତ ୩ରୁ ଅଧିକ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁବାର ସକାଳେ ନୟାଗଡ ଜିଲା ଓଡଗାଁ ବଜାରରେ ଉକ୍ତ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଛନ୍ତି।

Leave A Reply