ନୂତନ ଯାତ୍ରୀ ବିଶ୍ରାମଗାର ଉଦଘାଟିତ 

ନର୍ଲା: ତୁଳାପଡା ନୂତନ ଯାତ୍ରୀ ବିଶ୍ରାମଗାରକୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ବୁଧବାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି। ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ସରପଞ୍ଚ ଲେମ୍ବୁ ମାଝୀ, ପିଇଓ ଦେବରାଜ ରଣା, ନାଏବ ସରପଞ୍ଚ ଦୁର୍ବାଦଳ ରଣା, ପୂର୍ବତନ ସରପଞ୍ଚ ହୃଷିକେଶ ନାୟକ, ସମସ୍ତ ଓ୍ବାର୍ଡ ମେମ୍ବର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କୋଭିଡ୍ ନିୟମକୁ ପାଳନ କରି ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Comments
Loading...