ନେପାଳରେ ୨୦୦ ଭାରତୀୟ ଅଟକ

0

କାଠମାଣ୍ଡୁ :  କୈଳାସ ମାନସରୋବର ଯାତ୍ରାରୁ ଫେରୁଥିବା ପ୍ରାୟ ୨୦୦ ଭାରତୀୟ ନେପାଳର ହୁମଲା ଜିଲାରେ ଫସିରହିଥିବା ଜଣାଯାଇଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ସିମିକୋଟରେ ୧୫୦ ଓ ହିଲସାରେ ୫୦ ଭାରତୀୟ ଫସିରହିଛନ୍ତି। ଖରାପ ପାଗ ଯୋଗୁଁ ଏହି ତୀର୍ଥଯାତ୍ରୀମାନେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ କରାଯାଉଛି।

Leave A Reply