କିପରି ପାଳନ କରାଯାଏ ଖ୍ରୀଷ୍ଟମାସ

0

– ଖ୍ରୀଷ୍ଟମାସର ପୂର୍ବ ରାତିରେ ଚର୍ଚ୍ଚମାନଙ୍କରେ ରାତ୍ରକାଳୀନ ପ୍ରାର୍ଥନା ସଭା କରାଯାଇଥାଏ, ଯାହା ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥାଏ। ଠିକ୍‍ ରାତି ୧୨ଟାରେ ଲୋକେ ନିଜ ପ୍ରିୟଜନଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥାଆନ୍ତି।

-ଖ୍ରୀଷ୍ଟମାସ ସକାଳେ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ସଭା ଆୟୋଜିତ ହୋଇଥାଏ।

-ଖ୍ରୀଷ୍ଟମାସର ବିଶେଷ ବ୍ୟଞ୍ଜନ ହୋଇଥାଏ କେକ୍‍। କେକ୍‍ ବିନା ଖ୍ରୀଷ୍ଟମାସ ଅଧା।

-ଏହି ଦିନରେ ଲୋକେ ଚର୍ଚ୍ଚ ଓ ନିଜ ଘରେ ଖ୍ରୀଷ୍ଟମାସ ଟ୍ରୀ ସଜାଇଥାଆନ୍ତି। -ସାନ୍ତାକ୍ଲଜ୍‍ ପିଲାମାନଙ୍କୁ ଚକଲେଟ୍‍ ଓ ଉପହାର ଦେଇଥାଆନ୍ତି।

-ଏହିଦିନ ଅନ୍ୟ ଧର୍ମର ଲୋକେ ମଧ୍ୟ ଚର୍ଚ୍ଚରେ ମହମବତୀ ଜଳାଇ ପ୍ରାର୍ଥନା

କରିଥାଆନ୍ତି।

ଆଲେଖ୍ୟ –  ପ୍ରତିଜ୍ଞା

Leave A Reply