ମହିଳା ହକି : ୨ୟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ

ଅକ୍‍ଲାଣ୍ଡ : ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ସୋମବାର ଅକ୍‍ଲାଣ୍ଡରେ ଅନୁଷ୍ଟିତ ଦ୍ୱିତୀୟ ମ୍ୟାଚରେ ନ୍ୟଜିଲାଣ୍ଡଠାରୁ ୨-୧ ଗୋଲରେ
ପରାସ୍ତ ହୋଇଛି । ଭାରତ ପ୍ରଥମ ମ୍ୟାଚରେ ୪-୦ରେ ବିଜୟ ଲାଭ କରିଥିଲା । ତେବେ ଏହି ସିରିଜ୍‍ର ତୃତୀୟ ମ୍ୟାଚ୍‍ ଆସନ୍ତା ବୁଧବାର ଦିନ ଖେଳାଯିବ।

Comments are closed.