କାନ୍ଥ ପଡ଼ି ମହିଳା ଗୁରୁତର

0

ବାଲେଶ୍ୱର : ପାନପଣା ଗ୍ରାମପଞ୍ଚାୟତ ଦକ୍ଷିଣ ସାହିରେ ଏକ ଅଘଟଣ ଘଟିଛି। ବର୍ଷାର ପ୍ରଭାବରେ ଏକ କାନ୍ଥ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ହେଲେ ରତ୍ନମଣୀ ବେହେରା। ସେ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ସଦସ୍ୟମାନେ ଏହି ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

Leave A Reply