ମନ୍ଦିର ବେଢ଼ା ଓଳାଇବା ବେଳେ ମହିଳାଙ୍କୁ ବଳାତ୍କାର ଅଭିଯୋଗ

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ମୋଟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ମନ୍ଦିର ବେଢ଼ା ଓଳାଇବା ବେଳେ ମହିଳାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଛି। ମହିଳାଙ୍କ ଘର ନିକଟସ୍ଥ ଗ୍ରାମରେ। ତେବେ ଅଭିଯୁକ୍ତ ମୋଟ ଗ୍ରାମର ବୋଲି ଜଣାପଡିଛି।

Comments are closed.