ଟ୍ରେନରେ କଟି ଅଜଣା ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଷ୍ଟେସନ ସ୍ଥିତ ୩ ନମ୍ବର ପ୍ଲାଟଫର୍ମ ଜିଆରପି ଥାନା ସମ୍ମୁଖରେ ଗୁରୁବାର ଟ୍ରେନରେ କଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.