ଶୀତ ଚାଦରରେ ସାରା ରାଜ୍ୟ ; ୧୦ ଡିଗ୍ରୀ ତଳେ ୬ ସହର

ଭୁବନେଶ୍ୱର : ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି। ଅଧିକାଂଶ ସ୍ଥାନରେ ହାଡଭଙ୍ଗା ଜାଡ ଅନୁଭବ ହେଉଥିବା ବେଳେ ୧୦ ଡିଗ୍ରୀ ତଳେ ୬ ସହରର ତାପାମାତ୍ରା ରେକର୍ଡ଼ କରାଯାଇଛି। ଫୁଲବାଣୀ ୫.୫ ଡିଗ୍ରୀ ସହ ସବୁ ଠାରୁ ଥଣ୍ଡା ସହର। ଦାରିଙ୍ଗବାଡି ୬.୫, ଭବାନୀପାଟଣା ୯.୨, ବାରିପଦା ୯.୪, ଝାରସୁଗୁଡା ୯.୪ ଓ କୋରାପୁଟ ୯.୬, କଟକ ୧୨ ଓ ଭୁବନେଶ୍ୱରର ତାପାମାତ୍ରା ୧୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଟ୍ୱିଟ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Comments are closed.