ଏଣିକି ଡାଉନଲୋଡ କରିପାରିବେ ହ୍ବାଟସଆପ ଷ୍ଟାଟସ

ହ୍ବାଟସଆପ ତାର ବ୍ୟବହାରକାରୀ ମାନଙ୍କ ପାଇଁ ଉତ୍ତମ ସେବା ଯୋଗାଇଦେବାକୁ ସବୁବେଳେ ଚେଷ୍ଟା ଜାରି ରଖିଛି। ବ୍ୟବହାର କାରୀମାନେ ହ୍ବାଟସଆପ ଷ୍ଟାଟସରେ ଦିଆଯାଉଥିବା ଫଟୋକୁ ସ୍କିନସର୍ଟ ମାଧ୍ୟମରେ ସାଇତି ରଖିଥାନ୍ତି। ଏଥିପାଇଁ ହ୍ବାଟସଆପ ଏବେ ବ୍ୟବହାରକାରୀଙ୍କ ପାଇଁ ନୂତନ ଫିଚର ଲଞ୍ଚ କରିଛି। ଯେଉଁଥିରେ  ଷ୍ଟାଟସରେ ଦିଆଯାଇଥିବା ଫଟୋ ଓ ଭିଡିଓ ଡାଉନଲୋଡ କରିପାରିବେ ।

    # ପ୍ରଥମେ ହ୍ବାଟସଆପ ବ୍ୟବହାରକାରୀମାନେ ନିଜ ମୋବାଇଲରେ ‘ଷ୍ଟାଟସ ଡାଉନଲୋଡ ଫର ହ୍ବାଟସପ’କୁ ଗୁଗୁଲ ପ୍ଲେ ଷ୍ଟୋରରେ ଯାଇ ଡାଉନଲୋଡ କରିବେ।

      -ଏହା ଡାଉନଲୋଡ ହେବାପରେ ଆପଣ କ୍ଲିକ ଟୁ ଚାଟ ଏବଂ ଷ୍ଟାଟସ ଡାଉନଲୋଡର ବିକଳ୍ପ ଆସିବ।

-ଏହି ଦୁଇଟୁ ବିକଳ୍ପ ଭିତରୁ ଏବଂ ଷ୍ଟାଟସ ଡାଉନଲୋଡକୁ ବାଛିବାକୁ ପଡ଼ିବ। ଏହାପରେ ଆପଣ ଦିଆଯାଇଥିବା ଷ୍ଟାଟସର ଭିଡିଓ ଓ ଫୋଟ ଦେଖାଯିବ କ୍ଲିକକରି            ଡାଉନଲୋଡ କରିପାରିବେ।

– ଡାଉନଲୋଡ ହୋଇଥିବା ଫଟୋ ଓ ଭିଡିଓ ଫାଇଲ ମ୍ୟାନଜରର ଷ୍ଟାଟସ ଡାଉନଲୋଡ ଫୋଲଡରରେ ସଂରକ୍ଷିତ ହୋଇ ରହିବ।

Comments are closed.