ମିଛ ଖବର ରୋକିବା ପାଇଁ ହ୍ୱାଟସ୍‌ଆପ୍‌ ରେଡିଓରେ ପ୍ରଚାର କରିବ

0

ନୂଆଦିଲ୍ଲୀ.- ମିଛ ଖବର ପ୍ରଚାର ପ୍ରସାର ରୋକିବା ପାଇଁ  ହ୍ୱାଟସ୍‌ଆପ୍‌ ଦେଶରପ୍ରମୁଖ ଖବର କାଗଜମାନଙ୍କର ବିଜ୍ଞାପନ ଦେଇଥିଲା । କେନ୍ଦ୍ର ସରକାରଙ୍କ  ସହ ଆଲୋଚନା ପରେ ମିଛ ଖବର ରୋକିବା ପାଇଁ  ହ୍ୱାଟସ୍‌ ଆହରୁ ଅଧିକ ପଦକ୍ଷେପ ଗ୍ରହଣ  କରିବା ବୋଲି ସୂଚନା ଦେଇଥିଲ । ଏବେ ଲୋକଙ୍କୁ ମିଛ ଖବର ବିଷୟରେ ଅଧିକ ସଚେତନ କରିବା ପାଇଁ ରେଡିଓମାନଙ୍କର  ହ୍ୱାଟସ୍‌ଆପ୍‌ ବିଜ୍ଞାପନ ଦେବ ।

ପ୍ରଥମ କରି ବିହାର, ଝାଡଖଣ୍ଡ, ରାଜସ୍ଥାନ, ଛତିଶଗଡ, ରାଜସ୍ଥାନ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ହ୍ୱାଟସ୍‌ଆପ୍‌ ପକ୍ଷରୁ ରେଡିଓ ବିଜ୍ଞାପନ ଦିଆଯିବ ।

Leave A Reply