ଜାଡରେ ଥରୁଛି ସାରା ଓଡ଼ିଶା ; ୧୧ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଅଧିକ ସ୍ଥାନରେ ପ୍ରବଳରୁ ଅଧିକ ପ୍ରବଳ ଶୀତର ପ୍ରଭାବ ଜାରି ରହିଛି। ଏହାସହ ୧୧ ଡିଗ୍ରୀ ତଳେ ୧୧ ସହର ତାପାମତ୍ରା ରେକର୍ଡ଼ କରାଯାଇଛି। ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର। ଝାରସୁଗୁଡ଼ା ୭.୬, ବାରିପଦା ୮.୫, ଅନୁଗୁଳ ଓ କୋରାପୁଟରେ ୮.୬, ଦାରିଙ୍ଗବାଡ଼ି ୯, କେନ୍ଦୁଝରରେ ୯.୫, ଭବାନୀପାଟଣା ୯.୨ ବଲାଙ୍ଗୀର ୯.୪ ,ବୌଦ୍ଧ ୧୦.୫,କଟକ ୧୧ ଏବଂ ଭୁବନେଶ୍ୱରରେ ୧୩.୯ ଡିଗ୍ରୀ ରେକର୍ଡ଼ କରାଯାଇଛି।

 

Comments
Loading...