ଦୁର୍ବଳ ମୌସୁମୀ ପ୍ରଭାବ ; କଲବଲ କରୁଛି ଦିନ ତାପମାତ୍ରା

ଭୁବନେଶ୍ୱର : ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଉଛି। ୬ଟି ସହରର ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୩୫.୮ ଡିଗ୍ରୀ ସହ ଚାନ୍ଦବାଲି ସବୁଠାରୁ ଉତ୍ତପ୍ତ ସହର। ଆହୁରି ୪ ରୁ ୫ ଦିନ ଦୁର୍ବଳ ମୌସୁମୀର ପ୍ରଭାବ ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Comments are closed.