୩ଦିନ ପରେ ହୋଇପାରେ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର : ଆସନ୍ତା ୩ ଦିନ ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ହୋଇପାରେ । ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଦକ୍ଷିଣ ଛତିଶିଗଡ ଓ ଏହାର ଆଖପାଖ ଅଞ୍ଚଳ ଓ ଝାଡଖଣ୍ଡଠାରୁ ପଶ୍ଚିମବଙ୍ଗ ଉପରେ ଘର୍ଣ୍ଣିବଳୟ ପ୍ରଭାବ ନେଇ ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାସହ ୩ ଦିନ ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିବା ସହ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

Comments are closed.