ପୁରୁଷ ବିଶ୍ବକପ୍ ହକି : ଉଦଘାଟନୀ ମ୍ୟାଚରେ ବେଲଜିୟମ୍ ବିଜୟୀ

0

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ପୁରୁଷ ବିଶ୍ବକପ୍ ହକି-୨୦୧୮ର ମ୍ୟାଚ ଭୁବନେଶ୍ବର​‌ର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି।​‌ ଉଦଘାଟନୀ ମ୍ୟାଚରେ ବେଲଜିୟମ୍ ବିଜୟୀ ହୋଇଛି। କାନାଡାକୁ ୨-୧ରେ  ଗୋଲରେ ପରାସ୍ତ କରି ବେଲଜିୟମ୍ ବିଜୟୀ ହୋଇଛି। ବେଲଜିୟମ୍ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରଥମେ ୨ଟି ଗୋଲ ଦେଇଥିଲା। କାନାଡା ପାଇଁ ମାର୍କ ଏକମାତ୍ର ଗୋଲ ଦେଇଥିଲେ।

ବିଶ୍ୱକପ୍‌ ହକିର ୧୪ତମ ସଂସ୍କରଣକୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଉଦ୍‌ଘାଟନ କରିଥିଲେ।

Leave A Reply