ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

କଳାହାଣ୍ଡି : କୋକସରାରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଇଛି । ପାନୀୟଜଳ ଦାବିରେ ଗରା, ମାଠିଆ ଓ ବାଲଟି ଶହ ଶହ ମହିଳା ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ସ୍ଥାନୀୟ ମହିଳାମାନଙ୍କ ଦ୍ବାରା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ରାସ୍ତାର ଉୟଭ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।

Comments are closed.