‘ସମାଜ’ର ଶତବାର୍ଷିକୀ ଅବସରରେ ପୁରୀରେ ପଦଯାତ୍ରା

ପୁରୀ: ଦୈନିକ ଖବରକାଗଜ ‘ସମାଜ’ ଶତାୟୁ ହୋଇଛି। ଶୁକ୍ରବାର ‘ସମାଜ’ର ଶତବାର୍ଷିକୀ ଅବରସରେ ରାଜ୍ୟବ୍ୟାପୀ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ସିଂହଦ୍ବାରଠାରୁ ଏକ ପଦଯାତ୍ରା ବାହାରିଥିଲା। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଏହା ସହିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଦୀପଦାନ କରାଯାଇଥିଲା।

Comments are closed.