ଦିନ ୧୧ଟା ସୁଦ୍ଧା ୧୮% ମତଦାନ

ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଦିନ ୧୧ଟା ସୁଦ୍ଧା ୧୮ % ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ ହୋଇଥିଲା। ଅନୁଗୁଳ ୧୦ % , ଛେଣ୍ଡିପଦା ୧୦% , ତାଳଚେର ୧୧% , ଆଠମଲ୍ଲିକ ୧୩ % ଓ ପଲଲହଡ ୫ % ଭୋଟ ଗ୍ରହଣ ହୋଇଥିଲା ।

Comments are closed.