୧୯୬ ନମ୍ବର ବୁଥରେ ଭୋଟ୍ ସ୍ଥଗିତ

ନରସିଂହପୁର : ବଡମ୍ବା ଝାଟିଆ ୧୯୬ ନମ୍ବର ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି । ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଗୋଟିଏ ଚିହ୍ନକୁ ଭୋଟ ଯାଉଥିବା ଅଭିଯୋଗ ହୋଇଛି । ଇଭିଏମ୍ ସଂଯୋଗରେ ତ୍ରୁଟି ଯୋଗୁଁ ଏପରି ହେଉଥିବା ଜଣାପଡିଲା ପରେ ଭୋଟ ଗ୍ରହଣ ସ୍ଥଗିତ ରହିଥିବା ଜଣାପଡିଛି ।

Comments are closed.