ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଭୋଟ ଗଣନା ଆରମ୍ଭ

ଟିଟିଲାଗଡ଼ : ଟିଟିଲାଗଡ଼ ଡ଼ିଏଭି କଲେଜ ପରିସରରେ ଗୁରୁବାର ଭୋଟ ଗଣନା ଆରମ୍ଭ ହୋଇଛି। ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comments are closed.