ଦିନ ୧୦ଟା ସୁଦ୍ଧା ଦେଶରେ ୧୧.୭୫ % ମତଦାନ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ ଦେଶର ୫୯ଟି ଆସନ ପାଇଁ ମତଦାନ ଜାରି ରହିଛି । ରବିବାର ସକାଳ ୭ଟାରୁ ମତଦାଦ ଆରମ୍ଭ ହୋଇଥିବା ବେଳେ ଦିନ ୧୦ଟା ସୁଦ୍ଧା ଦେଶରେ ୧୧.୭୫ ପ୍ରତିଶତ ମୋଟ ମତଦାନ ହୋଇଥିବା ଜଣାପଡିଛି । ବିହାରରେ ୧୦.୮୭ %, ହିମାଚଳ ପ୍ରଦେଶରେ ୧୨.୨୭%, ପଞ୍ଜାବରେ ୧୦.୦୧% ଉତ୍ତରପ୍ରଦେଶରେ ୧୦.୩୫%, ପଶ୍ଚିମବଙ୍ଗରେ ୧୪.୯୫%, ଝାଡଖଣ୍ଡରେ ୧୫% ଏବଂ ଚଣ୍ଡିଗଡରେ ୧୦.୪୦ % ମତଦାନ ହୋଇଥିବା ସୂଚନା ମିଳିଛି ।

 

Comments are closed.