ବଜାରକୁ ଆସିଲା ଭୋଡ଼ାଫୋନର ୫ଜିବି ଡ଼ାଟା ଏବଂ ଫ୍ରି-କଲିଙ୍ଗ ପ୍ଲାନ

ନୂଆଦିଲ୍ଲୀ : ଭୋଡ଼ାଫୋନ ଏକ ସସ୍ତା ପ୍ରି-ପେଡ଼ ପ୍ଲାନର ବଜାର ପ୍ରବେଶ କରିଛି। ଯାହାର ମୂଲ୍ୟ ୧୩୯ଟଙ୍କା। ଭୋଡ଼ାଫୋନର ଏହି ୧୩୯ଟଙ୍କା ପ୍ଲାନରେ ଆପଣ ଡ଼ାଟା ସହିତ ଅନଲିମିଟେଡ କଲିଙ୍ଗ ପାଇପାରିବେ।
ଏଥିରେ ୨୮ଦିନର ବୈଧତା ସହିତ ଅନଲିମିଟେଡ କଲିଙ୍ଗ ଓ ସମୁଦାୟ ୫ଜିବି ଡ଼ାଟା ମିଳିବ। ଖବର ଅନୁସାରେ, ଭୋଡ଼ାଫୋନର ଏହି ୧୩୯ଟଙ୍କା ପ୍ଲାନ ବର୍ତ୍ତମାନ ସୁଦ୍ଧା ସମସ୍ତ ସର୍କଲ ପାଇଁ ଉପଲବ୍ଧ ନାହିଁ।

courtesy-beetel bite

ସେହିଭଳି ଏହା ପୂର୍ବରୁ ଭୋଡ଼ାଫୋନ ୧୬୯ଟଙ୍କା ପ୍ଲାନ ଲଞ୍ଚ କରିଥିଲା। ଯେଉଁଥିରେ ୨୮ଦିନର ବୈଧତା ସହିତ ପ୍ରତିଦିନ ୧ଜିବି ଡାଟା ଏବଂ ୧୦୦ମେସେଜ ସହିତ ଅନଲିମିଟେଡ କଲିଙ୍ଗ ମଧ୍ୟ ରହିଛି।

Comments are closed.